ଅଖାଈ ନାନୀ କରିଛି ଓଷା ନଡ଼ିଆ ଗୋଟାକ ଛଅ ପଇସା.

ଅଜାଗା ଘା ଦେଖେଇ ହୁଏ ନାହିଁ କି ଦେଖାଇ ହୁଏ ନାହିଁ.

ଅଣ୍ଟାରେ ନାହିଁ ଧନ ପୁଅ ବାହା କରିବାକୁ ମନ.

ଅଣ୍ଟାରୁ ପଇସା ସାରିବି ନାହିଁ ପୁଅକୁ ନୁଖୁରା କରିବି ନାହିଁ.

ଅତି ଭକ୍ତି ଚୋରର ଲକ୍ଷଣ.

ଅତି ଲେମ୍ବୁ ଚିପୁଡ଼ିଲେ ପିତା.
ଅରକ୍ଷିତଙ୍କୁ ଦଇବ ସାହା.
Read Also:
100+ Best Odia Quotes on Life Odia Quotes Image ଓଡ଼ିଆ Quotes 2020
120+ Best [NEW] Quotes On Odia Language for WhatsApp
ଅତି ଲୋଭେ ତନ୍ତୀ ମରେ.
ଅଳସୁଆ ମାଗିଖିଆ ଭାଇ.
ଅଳ୍ପ ଅଳ୍ପ ମିଶି ବହୁତ ହୁଏ.
ଅତି ସ୍ନେହ କଲେ ପିଲା ନଷ୍ଟ ହୁଏ.
ଅଚିନ୍ତା ନାରୀ ବାପ ଘର ଯାଏ ମନ ଫୁଲାଣିଆ ଗୀତ ଗାଏ.

ଅବସର ହିଁ ଚିନ୍ତାର ଜନନୀ.
ଅର୍ଥ ହିଁ ଅନର୍ଥର ମୂଳ.
ଅତି ସମ୍ପଦ ମହା ବିଷମ.
ଅର୍ଥ ଦୁନିଆକୁ ଶାସନ କରେ.
ଅରଜି ପାରିଲେ ଗରଜି ଖାଇ.
ଅଣ୍ଟି ଛୁରୀ ତଣ୍ଟି କାଟେ.
ଅଳସୁଆ ନିଜ ଦୁର୍ଭାଗ୍ୟର କାରଣ.

ଅତିଗର୍ବେ ହତ ଲଙ୍କା.
ଅତୁରେ ନିୟମ ନାସ୍ତି.
ଆଖି ବୁଜିଲେ ଦୁନିଆ ଅନ୍ଧାର.
ଆପଣା ବୁଦ୍ଧିରେ ଅଠାକୁର , ପର ବୁଦ୍ଧିରେ କୁକୁର.
Read Also:
Oriya Quotes on Life
Life Lessons For Success And Happiness
ଆପେ ବଞ୍ଚିଲେ ବାପର ନାଁ.
ଆଲୋ ସଖି, ଆପଣା ମହତ ଆପେ ରଖି.
ଅତି ପରିଚୟେ ଗୋରବ ନଷ୍ଟ.
ଅପମାନ ଅପେକ୍ଷା ମୁତ୍ୟୁ ଭଲ.
ଅଖ ବୁଲୁଥିଲେ ଚକ ବୁଲୁଥାଏ, ବୁଲି ପଡୁ଼ଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି.
ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ.
ଆଳସ୍ୟ ମଣିଷର ପ୍ରଧାନ ଶତ୍ରୁ.

ଆୟକୁ ଦେଖି ବ୍ୟୟ କର.
ଆପଦରେ ମୋନାଶାନ୍ତି, ସଂମ୍ପଦରେ ପାଶୋରନ୍ତି.
ଆପଣା ହସ୍ତେ ଜିହ୍ଵା ଛେଦି କେ ଅଛି ତା’ର ପ୍ରତିବାଦୀ.
ନିଜ ଗଳିରେ କୁକୁର ସିଂହ.
ଆଜି ଯେ ହରିଶ୍ଚନ୍ଦ୍ର କଲି ସେ ଭିକାରି.
Read Also: Emotional Status in Hindi with images
Bollywood WhatsApp Status
ଆକାଶ କଇଁଆ ଚିଲିକା ମାଛ.
ଆଜିର ଅତିଥି କାଲିର ବୋଝ.
ଇଲିଶି ମାଛର କଣ୍ଟା ସାର.
ଇଚ୍ଛାଥିଲେ ଥିଲେ ଉପାୟ ବଳେ ବଳେ ଆସେ.

ଇଶ୍ୱର ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ କରନ୍ତି.

ଉପଯୋଗ ନଥିଲେ ଧନ ବ୍ୟର୍ଥ.
ଉତ୍ତମ ପୁସ୍ତକ ଉତ୍ତମ ବନ୍ଧୁ.
ଉଡା କଥାରେ ଗୋଡ ନଥାଏ.

ଏ ଘର ମାଉସୀ ସେ ଘରେ ପିଉସୀ.

ଏକା ମାଘରେ ସୀତ ଯାଏ ନାହିଁ.

ଏଣୁ ମାରିଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା.

ଏମନ ଭବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା.

କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର.

କାହାର ପୁଷମାସ କାହାର ସର୍ବନାଶ.

କୁଳ କନ୍ୟା କି କାଳୀ ? ତୀର୍ଥ ପାଣି କି ଗୋଳି.

କହେ ଯେ କରେ ନାହିଁ, କରେ ଯିଏ କହେ ନାହିଁ.

କଥା ମାଜିଲେ ମୋଟା.
କଷ୍ଟ ବିନା ସଫଳତା ଅସମ୍ଭବ.
କାଦୁଅକୁ ଗଲେ ଗୋଡ ଧୂଇବାକୁ ପଡିବ.
କହିବାଠାରୁ କରିବା କଷ୍ଟକର.
Read Also: 50+ [NEW] WhatsApp Hindi Shayari Image to Download in 2021
Best friend birthday wishes
କୁମ୍ଭୀରର ପେଟ କେବେ ପୂରେ ନାହିଁ.
କଷ୍ଟ ନାହିଁ ତ କୃଷ୍ଣ.
ଖାଇ ନଜାଣି ଭାତର ଦୋଷ, ଦେଇ ନଜାଣି ପତର ଦୋଷ.
ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି.

ଗରୀଜିଲା ମେଘ ବରଷେ ନାହିଁ, କି ଭୁକିଲା କୁକୁର କାମୁଡ଼େ ନାହିଁ.
ଗରିବ ମାଈପ ସବୁରି ଶାଳୀ.
ଗାଁ କନିଆଁ ସିଂଘାଣି ନାକି.
ଗାଁ ପରିମଳ ଧୂବା ତୁଠରୁ ଜଣାଯାଏ.
ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ.
ଗୋଟିଏ ହାତରେ ତାଳି ବଜେନା.
ଗୁଣ ନଥିଲେ ରୂପ ବ୍ୟର୍ଥ.
ଘର ଦିଅଁ ନପୁଜି ପରଦିଅଁ ପୂଜିବା.
ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି.
ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ପିତ.
ଚୁଚୁନ୍ଦ୍ରାକୁ ମାଇଲେ ହାତ ଗନ୍ଧାଏ.
ଚୋର ମନ ଚୋର ଗଣ୍ଠିରେ.
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ.
ଛୋଟ ସାପର ବିଷ ବହୁତ.
ଝିମିଟି ଖେଳରୁ ମହାଭାରତ.
Read Also: Heart Touching Images For WhatsApp Dp
50+ NEW Best Spiritual Quotes for WhatsApp Status
ତିନି ତୁଣ୍ଡରେ ଛେଳି କୁକୁର.
ତୁଣ୍ଡ ବାଇଦ ସହସ୍ର କୋଷ.
ଦୂର ପର୍ବତ ସୁନ୍ଦର ଦିଶେ.
ନିଆଁ ନଥାଇ ଧୂଁଆ ନାହିଁ.
ନେଡିଗୁଡ କହୁଣିକୁ ବହିଗଲେ କିଛି କରିହୁଏନା.
ବିନାଶ ଅଲେ ବିପରିତ ବୁଦ୍ଧି.
ବାହାଘର ସରିଲେ ବେଦି ମୁଁହ ପୋଡା.
ବସି ଖାଇଲେ ନଈ ବାଲି ସରେ.
ବାହାଘର ବେଳେ ବାଇଗଣ ରୁଆ.
ବହୁ ଲୋକରେ ମୂଷା ମରେ ନାହିଁ.
ଭେକ ନାହିଁ ତ ଭିକ ନାହିଁ.
ଯାହାକୁ ରଖିବେ ଆନନ୍ତ, କି କରିପାରେ ବଳବନ୍ତ.
Leave a Review