100+ ଓଡ଼ିଆ ପ୍ରବାଦ Whatsapp status

ଅଖାଈ ନାନୀ କରିଛି ଓଷା ନଡ଼ିଆ ଗୋଟାକ ଛଅ ପଇସା.

positive thinking
odia upadesa bani

ଅଜାଗା ଘା ଦେଖେଇ ହୁଏ ନାହିଁ କି ଦେଖାଇ ହୁଏ ନାହିଁ.

new odia status video
odia status video

ଅଣ୍ଟାରେ ନାହିଁ ଧନ ପୁଅ ବାହା କରିବାକୁ ମନ.

thinking status
positive thinking status

ଅଣ୍ଟାରୁ ପଇସା ସାରିବି ନାହିଁ ପୁଅକୁ ନୁଖୁରା କରିବି ନାହିଁ.

niti bani
ajira anuchinta today 2021

ଅତି ଭକ୍ତି ଚୋରର ଲକ୍ଷଣ.

odia anuchinta for students
odia anuchinta sadhu bani

ଅତି ଲେମ୍ବୁ ଚିପୁଡ଼ିଲେ ପିତା.

ଅରକ୍ଷିତଙ୍କୁ ଦଇବ ସାହା.

Read Also:
100+ Best Odia Quotes on Life Odia Quotes Image ଓଡ଼ିଆ Quotes 2020
120+ Best [NEW] Quotes On Odia Language for WhatsApp

ଅତି ଲୋଭେ ତନ୍ତୀ ମରେ.

ଅଳସୁଆ ମାଗିଖିଆ ଭାଇ.

ଅଳ୍ପ ଅଳ୍ପ ମିଶି ବହୁତ ହୁଏ.

ଅତି ସ୍ନେହ କଲେ ପିଲା ନଷ୍ଟ ହୁଏ.

ଅଚିନ୍ତା ନାରୀ ବାପ ଘର ଯାଏ ମନ ଫୁଲାଣିଆ ଗୀତ ଗାଏ.

odia anuchinta new
odia anuchinta lekha

ଅବସର ହିଁ ଚିନ୍ତାର ଜନନୀ.

ଅର୍ଥ ହିଁ ଅନର୍ଥର ମୂଳ.

ଅତି ସମ୍ପଦ ମହା ବିଷମ.

ଅର୍ଥ ଦୁନିଆକୁ ଶାସନ କରେ.

ଅରଜି ପାରିଲେ ଗରଜି ଖାଇ.

ଅଣ୍ଟି ଛୁରୀ ତଣ୍ଟି କାଟେ.

ଅଳସୁଆ ନିଜ ଦୁର୍ଭାଗ୍ୟର କାରଣ.

odia anuchinta download
odia anuchinta hd photos

ଅତିଗର୍ବେ ହତ ଲଙ୍କା.

ଅତୁରେ ନିୟମ ନାସ୍ତି.

ଆଖି ବୁଜିଲେ ଦୁନିଆ ଅନ୍ଧାର.

ଆପଣା ବୁଦ୍ଧିରେ ଅଠାକୁର , ପର ବୁଦ୍ଧିରେ କୁକୁର.

Read Also:
Oriya Quotes on Life
Life Lessons For Success And Happiness

ଆପେ ବଞ୍ଚିଲେ ବାପର ନାଁ.

ଆଲୋ ସଖି, ଆପଣା ମହତ ଆପେ ରଖି.

ଅତି ପରିଚୟେ ଗୋରବ ନଷ୍ଟ.

ଅପମାନ ଅପେକ୍ଷା ମୁତ୍ୟୁ ଭଲ.

ଅଖ ବୁଲୁଥିଲେ ଚକ ବୁଲୁଥାଏ, ବୁଲି ପଡୁ଼ଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି.

ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ.

ଆଳସ୍ୟ ମଣିଷର ପ୍ରଧାନ ଶତ୍ରୁ.

anuchinta odia re
anuchinta odia image

ଆୟକୁ ଦେଖି ବ୍ୟୟ କର.

ଆପଦରେ ମୋନାଶାନ୍ତି, ସଂମ୍ପଦରେ ପାଶୋରନ୍ତି.

ଆପଣା ହସ୍ତେ ଜିହ୍ଵା ଛେଦି କେ ଅଛି ତା’ର ପ୍ରତିବାଦୀ.

ନିଜ ଗଳିରେ କୁକୁର ସିଂହ.

ଆଜି ଯେ ହରିଶ୍ଚନ୍ଦ୍ର କଲି ସେ ଭିକାରି.

Read Also: Emotional Status in Hindi with images
Bollywood WhatsApp Status

ଆକାଶ କଇଁଆ ଚିଲିକା ମାଛ.

ଆଜିର ଅତିଥି କାଲିର ବୋଝ.

ଇଲିଶି ମାଛର କଣ୍ଟା ସାର.

ଇଚ୍ଛାଥିଲେ ଥିଲେ ଉପାୟ ବଳେ ବଳେ ଆସେ.

aji ra anuchinta today
odia upadesa bani

ଇଶ୍ୱର ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ କରନ୍ତି.

odia anuchinta whatsapp status
odia nitibani status

ଉପଯୋଗ ନଥିଲେ ଧନ ବ୍ୟର୍ଥ.

ଉତ୍ତମ ପୁସ୍ତକ ଉତ୍ତମ ବନ୍ଧୁ.

ଉଡା କଥାରେ ଗୋଡ ନଥାଏ.

odia prabad whatsapp status video
ଓଡ଼ିଆ ପ୍ରବାଦ Whatsapp status

ଏ ଘର ମାଉସୀ ସେ ଘରେ ପିଉସୀ.

odia prabad quotes
ଓଡ଼ିଆ ପ୍ରବାଦ Whatsapp status

ଏକା ମାଘରେ ସୀତ ଯାଏ ନାହିଁ.

odia prabad whatsapp image
photo ଓଡ଼ିଆ ପ୍ରବାଦ Whatsapp status

ଏଣୁ ମାରିଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା.

odia prabad whatsapp pictures
ଓଡ଼ିଆ ପ୍ରବାଦ Whatsapp status imgrs

ଏମନ ଭବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା.

odia funny images for whatsapp
odia prabada dp

କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର.

odia prabad whatsapp pictures
odia suvichar katha

କାହାର ପୁଷମାସ କାହାର ସର୍ବନାଶ.

odia prabad photo download
odia niti sikhya

କୁଳ କନ୍ୟା କି କାଳୀ ? ତୀର୍ଥ ପାଣି କି ଗୋଳି.

odia prabad photo download
odia anuchinta for students

କହେ ଯେ କରେ ନାହିଁ, କରେ ଯିଏ କହେ ନାହିଁ.

motivational video odia
ama katha whatsapp status

କଥା ମାଜିଲେ ମୋଟା.

କଷ୍ଟ ବିନା ସଫଳତା ଅସମ୍ଭବ.

କାଦୁଅକୁ ଗଲେ ଗୋଡ ଧୂଇବାକୁ ପଡିବ.

କହିବାଠାରୁ କରିବା କଷ୍ଟକର.

Read Also: 50+ [NEW] WhatsApp Hindi Shayari Image to Download in 2021
Best friend birthday wishes

କୁମ୍ଭୀରର ପେଟ କେବେ ପୂରେ ନାହିଁ.

କଷ୍ଟ ନାହିଁ ତ କୃଷ୍ଣ.

ଖାଇ ନଜାଣି ଭାତର ଦୋଷ, ଦେଇ ନଜାଣି ପତର ଦୋଷ.

ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି.

odia funny image download
odia quotation image

ଗରୀଜିଲା ମେଘ ବରଷେ ନାହିଁ, କି ଭୁକିଲା କୁକୁର କାମୁଡ଼େ ନାହିଁ.

ଗରିବ ମାଈପ ସବୁରି ଶାଳୀ.

ଗାଁ କନିଆଁ ସିଂଘାଣି ନାକି.

ଗାଁ ପରିମଳ ଧୂବା ତୁଠରୁ ଜଣାଯାଏ.

ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ.

ଗୋଟିଏ ହାତରେ ତାଳି ବଜେନା.

ଗୁଣ ନଥିଲେ ରୂପ ବ୍ୟର୍ଥ.

ଘର ଦିଅଁ ନପୁଜି ପରଦିଅଁ ପୂଜିବା.

ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି.

ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ପିତ.

ଚୁଚୁନ୍ଦ୍ରାକୁ ମାଇଲେ ହାତ ଗନ୍ଧାଏ.

ଚୋର ମନ ଚୋର ଗଣ୍ଠିରେ.

ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ.

ଛୋଟ ସାପର ବିଷ ବହୁତ.

ଝିମିଟି ଖେଳରୁ ମହାଭାରତ.

Read Also: Heart Touching Images For WhatsApp Dp
50+ NEW Best Spiritual Quotes for WhatsApp Status

ତିନି ତୁଣ୍ଡରେ ଛେଳି କୁକୁର.

ତୁଣ୍ଡ ବାଇଦ ସହସ୍ର କୋଷ.

ଦୂର ପର୍ବତ ସୁନ୍ଦର ଦିଶେ.

ନିଆଁ ନଥାଇ ଧୂଁଆ ନାହିଁ.

ନେଡିଗୁଡ କହୁଣିକୁ ବହିଗଲେ କିଛି କରିହୁଏନା.

ବିନାଶ ଅଲେ ବିପରିତ ବୁଦ୍ଧି.

ବାହାଘର ସରିଲେ ବେଦି ମୁଁହ ପୋଡା.

ବସି ଖାଇଲେ ନଈ ବାଲି ସରେ.

ବାହାଘର ବେଳେ ବାଇଗଣ ରୁଆ.

ବହୁ ଲୋକରେ ମୂଷା ମରେ ନାହିଁ.

ଭେକ ନାହିଁ ତ ଭିକ ନାହିଁ.

ଯାହାକୁ ରଖିବେ ଆନନ୍ତ, କି କରିପାରେ ବଳବନ୍ତ.