Here is the best collection of quotes on odia language with images for whatsapp, facebook, instagram and whatsapp status you can download and share.
- ଉପଦେଶ ଦେବା ସରଳ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ .
- ଉପକାରୀ ବ୍ୟକ୍ତିର ଉପକାର ଭୁଲିଗଲେ , ଲୋକ ପଶୁ ସହିତ ସମାନ ହୋଇଥାଏ .
- ଉନ୍ନତିର ଦୁଇଟି ହସ୍ତ ଅଛି , ଡାହାଣ ହାତର ନାମ ଉଦ୍ୟମ ଓ ବାମ ହାତର ନାମ ସଂଯମ .
- ଉପାସନା ସେତିକିବେଳେ ସଫଳ ହୁଏ ,ଯେତେବେଳେ ଜଣ ଅହିଂସାଉପରେ ସିଦ୍ଧିଲାଭ କରେ .
- ଉପଦେଶ ଦେବା ଯେତିକି ସହଜ , ଉପଦେଶ ଗ୍ରହଣ କରିବା ସେତିକି କଷ୍ଟ .
- ଏ ଜୀବନ ହେଉଛି ପୁଷ୍ପ ଓ ତା’ର ମଧ୍ୟରେ ଭାରି ରହିଛି ବିବେକ ରୂପକ ମଧୁ .
- ଏହା ଭୁଲି ଯାଅ ନାହିଁ ଯେ , ଆଇନ ହେଉଛି ସତ୍ୟ ପାଇଁ ,ସତ୍ୟ ପାଇଁ ଆଇନ ନୁହେଁ .
- ଏ ଜଗତରେ ଆଖିଥିବା ବହୁ ଲୋକ ଅନ୍ଧ , କାରଣ ସେମାନଙ୍କର ଅନ୍ତଦୃଷ୍ଟି ନାହିଁ .
- ଏକୁଟିଆ ବସି ନିଜର ଅପରାଧ କଥା ଭାବିଲେ ଯେଉଁ ଶାସ୍ତିମିଳେ , ସେଭଳି କଠିନ ଶାସ୍ତି ଅନ୍ୟ କେହି ଦେଇପାରିବେ ନାହିଁ .
- ଏକମାତ୍ର କୁହୁକ ହେଉଛି କଠିନ ପରିଶ୍ରମ , ଦୂରଦୁଷ୍ଟି , କର୍ତ୍ତବ୍ୟବୋଧ ଓ ଦୁଢ ସଂକଳ୍ପ .
- ଏ ସୁନ୍ଦର ପ୍ରଥବୀରେ ମୁଁ ମରିବାକୁ ଚାହେଁ ନାହିଁ , ମଣିଷମାନଙ୍କ ମଧ୍ୟରେ ବଞ୍ଚୀ ରାହାଯିବାକୁ ଚାହେଁ .
- ଏ ଜୀବନରେ ସୁକର୍ମ କଲେ ଆଗାମୀ ଜନ୍ମରେ ଉଚ୍ଚତର ଜୀବନ ମିଳେ .
- ଏ ଜଗତରେ ସମସ୍ତେ ପର , ଈଶ୍ୱର ଏକମାତ୍ର ଆପଣାର .
- ଏ ସାରା ସଂସାରରେ ଗୁରୁ କେବଳ ଜଗନ୍ନାଥ ଅଟନ୍ତି , ଦିତୀୟ ଗୁରୁ କେହି ନାଁହାନ୍ତି .
- ଏକାଗ୍ରତା ସହ କାମ କଲେ କୌଣସି କାମ କଲେ ବିଫଳତାରୁ ମଧ୍ୟ ସଫଳତା ପ୍ରାପ୍ତ ହୋଇଥାଏ .
- କହି ନକରିବା ଅପେକ୍ଷା , ନକହି କରିଯିବାଟା ହିଁ ପ୍ରକୁତ ମନୁଷ୍ୟର କର୍ତ୍ତବ୍ୟ .
- ଗୁଣ ଯାହା ପାଖରେ ଅଛି , ତାକୁ ବା ଆଦର କିଏ ନକରିବ .
- କେବଳ ଅନ୍ନ ଯଂଗୁ ଈଶ୍ୱର ମନୁଷ୍ୟ କୁ ଜନ୍ମ ଦେଇଛି ,କାରଣ ଅନ୍ନ ହିଁ ପ୍ରାଣ .
- କୌଣସି କାର୍ଯ୍ୟରେ ବିଫଳ ହେଲେ ହତାଶ ହୋଇପଡିବା କାପୁରୁଷତ୍ୱ ଲକ୍ଷଣ .
- ଖୋସାମତ ଠାରୁ ବଳି କଦର୍ଯ୍ୟ ଗାଳି ଆଉ କିଛିନାହିଁ.
- ଖୋସାମଦିଆଠାରୁ ବଡ ଶତ୍ରୁ କେହି ନାହିଁ .
- ଖୋସାମତ ଏଭଳି ଗୋଟିଏ କଥା ଯାହା ଦାତା ଓ ଗ୍ରହୀତା ଉଭୟ ଭ୍ରଷ୍ଟ କରିଦିଏ .
- ଘୋର ଦୁଖଃବେଳେ ଖୀ ଯଦି ମନୁଷ୍ୟକୁ ସାନ୍ତ୍ୱନା ଦେଇପାରିବ ତାହାହେଉଛି ଭଗବତ ବିଶ୍ୱାସ .
- ଜଣେ କଠିନ ପରିଶ୍ରମ କରି ସଫଳତା ହାସଲ କଲାପରେ ,ଲୋକେ କହନ୍ତି ସେଇଟା ତାର ଭାଗ୍ୟ .
- ଜଣେ ଯେତେ ତଳେ ପଡିଥାଉ ପଛକେ ସେ’ତ ମନୁଷ୍ୟ , ଏଣୁ ଆଦରର ଅଧିକାର .
- ଚରିତ୍ର ଠାରେ ମାତ୍ର ନଷ୍ଟହେଲେ ତାହା ପୁନଃପ୍ରାପ୍ତ ହୁଏ ନାହିଁ , ମାତ୍ର ସଂଶୋଧିତ ହୋଇପାରେ .
- ଜଣେ ତୁମର ନିନ୍ଦା କରୁଥିଲା ବେଳେ ନୀରବତା ହେଉଛି ତୁମର ଶ୍ରେଷ୍ଠ ବନ୍ଧୁ .
- ଜଣେ ଯେତେ ଜ୍ଞାନୀ ହେଲେ ମଧ୍ୟ ଅନ୍ୟର ପରାମଶକୁ ସଂମ୍ମାନର ସହିତ ଶୁଣିବା ଉଚିତ .
- ଜନ୍ମହେଲା ବେଳେ ସମସ୍ତେ ସମାନ , କେବଳ ସଦଗୁଣ ହିଁ ଲୋକକୁ କୁଳୀନ ବୋଲି ପରିଚୟ କରାଇ ଦିଏ .
- ଜଣେ ଯଦି ଜଣକୁ ଜ୍ଞାତରେ ବା ଅଜ୍ଞାତରେ ହେଉ ଚିନ୍ତା କରେ , ତେବେ ଅପର ଜଣକ ତା ନିଚୟ ଅନୁଭବ କରିବ.
- ଜଣେ ଯଦି ତୁମଠାରୁ ଭଲ ନ ହୋଇଥାଏ , ତା’ର ସହିତ ବନ୍ଧୁତା ବାନ୍ଧ ନାହିଁ .
- ଜଣେ ଯଦି କାମ ନ କରିବ , ସେ ଖାଇବା ଉଚିତ ନୁହେଁ .
- ଜଣେ ଯଦି ପ୍ରକୃତରେ ,ସିଏ ଦରିଦ୍ର ନୁହେଁ .
- ଜନନୀ ଓ ଜନ୍ମଭୂମି ସର୍ଗଠୁ ବଡ .
- ଜପ ,ତପ ଦ୍ୱାରା କର୍ମବନ୍ଧନ କଟିଯାଏ , କିନ୍ତୁ ପ୍ରେମଭକ୍ତି ବିନା ଭଗବାନଙ୍କୁ ପାଇବା କଷ୍ଟ .
- ଜନ୍ମଦାତା , ଗୁରୁ , ଆଚାର୍ଯ୍ୟ ,ଅନ୍ନଦାତା ଓ ଉଭୟରୁ ରକ୍ଷା କରୁଥିବା ବ୍ୟକ୍ତିକୁ ପିତା କୁହାଯିବ .
- ଜନନୀର ଦୁଷ୍ଟି ପୁତ୍ରର ପେଟ ଉପରେ ଥାଏ , ସ୍ତ୍ରୀ ଦୁଷ୍ଟି ପତିର ଧନ ଉପରେ ହିଁ ରହିଥାଏ .
- ଜଳଭରା ପୁଷ୍କରିଣୀରେ ପଦ୍ମ ଫୁଟିଲା ଭଳି ଜ୍ଞାନଭରା ବ୍ୟକ୍ତି ମନରେ ଶାନ୍ତି ବିରାଜୁଥାଏ .
- ଜଣେ ଯଦି କୌଣସି ଉଦ୍ୟମ କରୁନାହିଁ , ସେଥିରୁ ଜାଣିବାକୁ ହେବ ଯେ ତା’ର ମନଟି ନିଶ୍ଚୟ ଶୋଇଛି .
- ଜଣେ ଯଦି କୌଣସି ସଦଗୁଣର ଅଧିକାରୀ ନ ହେଲା ତାହାର ମନୁଷ୍ୟ ଜନ୍ମଟ ବୃଥା ହୋଇଗଲା .
- ଜାରା , ବ୍ୟାଧି ଓ ମୄତ୍ୟୁ ତୁମ ଜୀବନରେ ନିଶ୍ଚୟ ଆସିବ, ଏହାକୁ ସର୍ବଦା ସ୍ମରଣ ରଖ .
- ଜାତି ଓ ମାତୃଭୂମିର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ .
- ଜାତି , ବର୍ଣ୍ଣ , ସଂପ୍ରଦାୟ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ସମାନ .
- ଯିବ ଯେତେ ଅଧିକ ଦିନ ବଞ୍ଚିବ , ତା’ର ଚିନ୍ତା ଓ ଜଞ୍ଜାଳସେତେ ଅଧିକ ମାତ୍ରାରେ ବଡ଼ିଯିବ .
- ଜୀବନରେ ଶାନ୍ତି ପାଇବା ପାଇଁ ନିଜକୁ ସଦା ସର୍ବଦା ବିଭୁ ପ୍ରେମରେ ହଜାଇ ଦିଅ .
- ଜୀବନଟାକୁ ଭଲ ଭାବରେ କଟାଇବା ହିଁ ହେଉଛି ପ୍ରକୃତ ସର୍ଗ ସୁଖ .
- ଜୀବନର ମାପକାଠି ବର୍ଷ ମାସ , ଦିନ ନୁହେଁ , ପ୍ରକୃତରେ ମାପକାଠି ହେଉଛି ସତକାର୍ଯ୍ୟ .
- ଅନ୍ୟମାନେ ଆମକୁ ଯେଉଁ ଦୁଷ୍ଟିରେ ଦେଖନ୍ତି ତାହାହିଁ ଆମର ପ୍ରକୃତ ପରିଚୟ.
- ଅଜ୍ଞତା ହେଉଚି ଅନ୍ଧବିଶ୍ୱାସର ଜନନୀ.
- ଅନ୍ୟମାଙ୍କର ଭଲକାମ ଦେଖି ପ୍ରଶଂସା କଲେ ,ଆମ ନିଜ ମନର ଉନ୍ନତି ହୁଏ.
- ଅନ୍ୟର ଅନିଷ୍ଟ ଚିନ୍ତା କଲେ ନଜିର କ୍ଷତି ହୁଅ ,ସମୟ ସମୟରେ ପ୍ରାଣ ବି ଯାଇପାରେ.
- ଅନ୍ୟର ଉପକାର କରି ଯଦି ଭୁଲି ପାରିଲ ,ତେବେ ତୁମ ମନରେ ଅହଂକାର ରହିବ ନାହିଁ .
- ଅଯଥା ସନ୍ଦେହ ବିଶ୍ୱାସଘାତକତାକୁ ନିମଂନ୍ତ୍ର କରି ଆଣେ .
- ଅନ୍ୟକୁ ଯେ ହସିପାରେ ,ତା’ର ମନ ନିଶ୍ଚୟ ସୁସ୍ଥ .
- ଅତୀତ ଗଲାଣି ,ଭବିଷ୍ୟ ଅନିଶ୍ଚିତ ,ତେଣୁ ଜୀବନଟା ହାଉଛି ବତ୍ତମାନ .
- ଅନ୍ୟ ଲୋକକୁ ପ୍ରଶଂସା କରିବା ଦ୍ୱାରା ତୁମେ ମନକୁ ହିଁ ଉନ୍ନତି କରୁଛ .
- ଅନ୍ୟର କଲ୍ୟାଣ କରିବାଠାରୁ ବଡ ଧର୍ମ କିଛି ନାହିଁ କି ଅନ୍ୟକୁ ପୀଡାଦବା ସମାନ ପାପ କିଛି ନାହିଁ .
- ଅନୁତାପ କର, କିନ୍ତୁ ସ୍ମରଣ ରଖ ଯେପରି ପୁନର୍ବାର ଅନୁତପ୍ତ ହେବାକୁ ନପଡେ଼ .
- ଅତ୍ୟଧିକ ମନ ମନୁଷ୍ୟକୁ ଅହଂକାର କୋଳକୁ ଟାଣିନିଏ .
- ଅତି ଖରାପ ଲୋକଙ୍କ ଠାରୁ ମଧ୍ୟ ସମୟେ ସମୟେ ଖୁବ ମୂଲ୍ୟବାନ ବାଣୀ ଶୁଣିବାକୁ ମିଳିଥାଏ .
- ଅନ୍ଧକାର ଯେପରି ସଂସାରକୁ ଲୁଚାଇ ଦେଇଥାଏ , କାମନା ସେହିପରି ସତ୍ୟକୁ ଲୁଚାଇ ଦିଏ .
- ଅତି ସରଳ ଭାବରେ ଯେ କହି ପାରିଲା ସିଏ ହିଁ ସୁଵକ୍ତା .
- ଅତ୍ୟାଚାରୀ ବିରୋଧରେ ବିଦ୍ରୋହ କରିବା ଭଗବାନଙ୍କ ଆଦେଶ ପାଳନ କରିବା ସଂଗେ ସମାନ.
- ଅପରିଣାମଦର୍ଶିତାର ଫଳ ସର୍ବଦା ବିଷମ ହାଇଥାଏ .
- ଆବଶ୍ୟକତା ହେଉଛି ସବୁଠାରୁ ବଡ ଶିକ୍ଷକ .
- ଆମେ ଯାହାକୁ ଆନନ୍ଦରେ ଶିଖୁ ,ତାକୁ କେବେ ହେଲେ ଭୁଲି ପାରୁନାହିଁ .
- ଆଶା, ଆକାଂକ୍ଷା ହିଁ ମନୁଷ୍ୟର ପରମ ବନ୍ଧୁ .
- ଆତ୍ମା ବିଶ୍ୱାସ ଦୂଢ ରହିଲେ ,ବିଜୟ ସୁନିଶ୍ଚିତ ହୋଇଥାଏ .
- ଆନନ୍ଦରେ ଦାଇତ୍ୱ ବହନକଲେ ଦାଇତ୍ୱର ବୋଝ ହାଲୁକା ଜଣାପଡ଼େ .
- ଆଳସ୍ୟ ଦରିଦ୍ରକୁ ସାଦରେ ନିମନ୍ତ୍ରଣ କରି ଆଣେ .
- ଆମେ ଶାନ୍ତିରେ ରହିଲେ ପୋଡ଼ଶି ଶାନ୍ତିରେ ରହିପାରିବ .
- ଆବଶ୍ୟକତା ଠାରୁ ଅଧିକ ପାଇବାକୁ ଆଶା କରିବା ଏକ ସାମାଜିକ ଅପରାଧ .
- ଆଲୋକ ନଥିବା ଦୀପ ଓ ବୁଝି ହେଉନଥିବା ଲେଖା ଦୁଇଟି ଯାକ ସମାନ .
- ଆମେ ଅନ୍ୟକୁ ଉପଦେଶ ଦେଉ ମାଠିଆ ମୁଁହରେ : କିନ୍ତୁ ନିଜେ ନେଉ କୁଟା ଅଗରେ .
- ଆନ୍ତରିକତା ବିନା କେହି ବଡ ହୋଇନାହିଁ କି ମହତ କାର୍ଯ୍ୟ କରି ନାହିଁ .
- ଆଳାପ ଆଲୋଚନା ବେଳେ ତୁମ ନୀରବତା ତଥା ନମ୍ରତା ହେଉଛି ତୁମର ଭୂଷଣ .
- ଆଚରଣ ଶୁଦ୍ଧ ନହେଲେ ମୋକ୍ଷ ମିଳିବ ଅସମ୍ଭବ .
- ଆଶା ଦୁଃଖକୁ ଡାକିଆଣେ .ଆଶା ପରିତ୍ୟାଗ କଲେ ,ସୁଖ ଶାନ୍ତି ମିଳେ .
- ଆଦର୍ଶର ପ୍ରଚାର ନୁହେଁ ,କାର୍ଯ୍ୟ ହିଁ ଲୋକଙ୍କ ଉପରେ ପ୍ରଭାବ ପକାଏ .
- ଆମକୁ ପାପ କାର୍ଯ୍ୟ କରିବାରେ ଯିଏ ବାଧା ଦିଏ ,ସେ ପ୍ରକୃତରେ ବନ୍ଧୁ .
- ଈଶ୍ୱର ପ୍ରାପ୍ତିର ସବୁଠାରୁ ଫଳପ୍ରଦ ପନ୍ଥା ହେଉଛି ନିଷ୍କାମ ସେବା .
- ଈଶ୍ୱର ରୂପକ ଦାନବ କେବଳ ବିଷରେ ହିଁ ତିଆରି .
- ଈଶ୍ୱର ଭିତରେ ଯେଉଁ ବିଷ ଅଛି ,ତାହା ନିଜ ଶରୀରକୁ ହିଁ ବିଷାକ୍ତ କରିଦିଏ .
- ଈଶ୍ୱର ଆଡକୁ ମନ ଗଲେ ଭାବର ଉଦୟ ହୁଏ.ଭାବ ଆସିଲେ ପ୍ରେମର ଉଦ୍ରେକ ହୁଏ .
- ଈଶ୍ୱର ନିରାକାର ,ସର୍ଵଵ୍ୟାପୀ ଓ ସର୍ବ ଶକ୍ତିମାନ .
- ଈଶ୍ୱର ସେହିମାନଙ୍କଉପରେ ସନ୍ତୁଷ୍ଟ ହୁଅନ୍ତି ,ଯିଏ ଯିବ ଓ ମାନବ ପ୍ରତି ଦୟା ପ୍ରଦର୍ଶନ କରେ କରେ, ଅହିଂସା ଓ ସତ୍ୟ ଆଚରଣ କରେ .
- ଈଶ୍ୱର ଯାହାକୁ ରକ୍ଷା କରନ୍ତି , ପୃଥିବୀରେ କୌଣସି ଶକ୍ତି ତା’ର କିଛି କରିପରେ ନାହିଁ .
- ଈଶ୍ୱର ଯାହାର ରକ୍ଷକ ତାର ଭକ୍ଷକ କିଏ ହେଇପାରେ .
- ଈଶ୍ୱର ଉପାସନା ଦ୍ୱାରା ମନୁଷ୍ୟ ଅନୁଚିତ କର୍ମ ଓ ମନ୍ଦ କାର୍ଯ୍ୟ କରିବାକୁ ଦୁରେଇ ଯାଏ .
- ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ ,କିନ୍ତୁ ନିଜ ଉଦ୍ୟମରେ ଟିକିଏ ହେଲେ ଅବହେଳା କରନାହିଁ .
- ଜୀବନର ସବୁଠାରୁ ବଳି କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନିବା .
- ଜୀବନର ବହୁ ଦୁଃଖ , ଦୁର୍ଦଶା ସହିତ ଲଢ଼ିବାକୁ ପ୍ରଭୁ ଆମକୁ ଦୁଇଟି ଅସ୍ତ୍ର ଦେଇଛନ୍ତି – ଆଶା ଆଉ ନିଦ୍ରା .
- ଜୀବନଟା ଖଣ୍ଡେ ପଥର ଭଳି , ତାକୁ କାଟି ଆମକୁ ସୁନ୍ଦର ମୂର୍ତି ଗଡିବାକୁ ହେବ .
- ଜୀବନ ଯାକ ପଡ଼ିବାର ଅଭ୍ୟାସ ଯେ ରଖିଛି ,ତାକୁ ଧନୀ କହିବ .
- ଜୀବନରେ ଯାହାର କୌଣସି ନିର୍ଦିଷ୍ଟ ଲକ୍ଷ୍ୟ ନାହିଁ ସେ ହେଉଛି ସମାଜର ସବୁଠାରୁ ବଳି ଦ୍ୱାରିଦ୍ର .
- ଜୀବନକୁ ବିକଶିତ କରିବା ପାଇଁ ସେବା ହିଁ ମୂଳମନ୍ତ୍ର .
- ଜୀବନର ଅସଲ ଶକ୍ତି ହଉଚି ବିଶ୍ୱାସ .
- ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି , ତାହାର ନାମ ଆଳସ୍ୟ .
- ଜୀବନର ଦୁଃଖ ଦେଖି ନଥିବା ଲୋକ ପ୍ରକୃତରେ ବଡ ଦୁଃଖୀ .
- ଝଗଡା କରୁଥିବା ଶତ୍ରୁଠାରୁ , ବିଶ୍ୱାସଘାତୀ ମିତ୍ର ପ୍ରତି ଅଧିକ ସର୍ତକ ରୁହ .
- ଟଙ୍କା ଅପବ୍ୟବହାର କରିବା କୌଣସି ସଦାଚାରୀ ବ୍ୟକ୍ତିର କାର୍ଯ୍ୟ ନୁହେଁ .
- ଟିକିଏ ଟିକିଏ ଭଦ୍ରାମି ଜୀବନକୁ ମଧୁମୟ କରିଦିଏ .
- ଠିକୀ ଭାବରେ ଉଦ୍ୟମ କର , ତୁମେ ପାଇବ , ବିଶ୍ୱାସ ରଖ ଏବଂ ପରିଶେଷରେ ତୁମର ବିଶ୍ୱାସ ପ୍ରମାଣିତ ହେବ .
- ତରବାରୀ ଠାରୁ ଢାଲର ମହତ୍ୱ ଅଧିକ , କାରଣ ତରବାରୀ ଅନ୍ୟକୁ ଆଘାତ କରେ କିନ୍ତୁ ଢାଲ ରକ୍ଷା କରେ .
- ତମ ଆସିବା ବାଟାରେ ଯେ କଣ୍ଟା ପକାନ୍ତି , ତୁମେ ତାଙ୍କ ଆସିବା ବାଟରେ ଫୁଲ ପକାଅ .
- ତାଲା ପୋଡିଥିବା “ସନ୍ତୋଷ “ର ଘରକୁ ଧର୍ଯ୍ୟ ଚାବିକାଠି ସାହାଯ୍ୟରେ ଖୋଲାଯାଇପାରିବ .
- ତୁମେ ଯଦି ଅଳ୍ପ କଥା କହିଲ ତୁମ ପ୍ରାଥନା ସର୍ବୋକୃଷ୍ଟ ହେବ .
- ତୁମେ ଯଦି ଶାନ୍ତି ଲାଭ କରୁଛ , ତେବେ ତୁମ ଜୀବନରେ ନିଶ୍ଚୟ ଅଗ୍ରଗତି ହେଉଛି .
- ତୁମେ ଯଦି ଅନ୍ୟର ସଦଗୁଣ ଚିହ୍ନିପାରି ନାହିଁ , ତୁମେ ତୁମ ସଦଗୁଣର କିଛି ମୂଲ୍ୟ ନାହିଁ .
- ତୁମର ଯେତେ ଇଛା ହେଉଛି ସେତେ ଗାଳି ଦିଅ , ତା ଫଳରେ ମୋର କ୍ଷତି ନ ହୋଇ ବରଂ ଉପକାର ହବ .
- ତୁମର ସୁନାମ ଏ ସଂସାରରେ ତୁମର ପ୍ରକୃତ ସମ୍ପଦ .
- ତୁମେ ଯଦି ଜଣକୁ ଚିହ୍ନିଲ , ତେବେ ତାକୁ ଭଲ କରି ଚିହ୍ନ .
- ତୁମ କାର୍ଯ୍ୟର ମୂଲ୍ୟ ଅନ୍ୟ କିଏ ଦେଇଦେବ , ଏ ଭଳି ଆଶା ରଖ ନାହିଁ .
- ତୁମର ଯିଏ ପ୍ରକୁତ ବନ୍ଧୁ ତାକୁ ଖୋସାମତ କରନାହିଁ .
- ତୁମ ପ୍ରତି ଜଣେ ଅନ୍ୟାୟ ଆଚରଣ କଲେ ସାହିଯାଏ , ଦେଖିବ ଯିଏ ଅନ୍ୟାୟ କରିଛି ,ସିଏ ହିଁ ଅସୁଖୀ ହବ .
- ତୁମେ ଯଦି ଭଗବାନଙ୍କୁ ଭୟ କରି ଶିଖିଲ ,ତେବେ ଆଉ କାହାକୁ ଭୟ କରିବା ଦରକାର ନାହିଁ .
- ତୁମ କଷ୍ଟର କାରଣ ଯାହା ବି ହେଉନା କାହିଁକି , କିନ୍ତୁ ଅନ୍ୟକୁ ଦୁଃଖୀ କରନାହିଁ .
- ଥରେ ଖ୍ୟାତି ଅର୍ଜନ କରିଗଲେ ତାକୁ ଜୀବନ ତମାମ ଧରି ରଖିବା ଭାରି କଷ୍ଟ.
- ଥରେ ମାତ୍ର ନିଜର ବିବେକ ପ୍ରତି ଦୁଷ୍ଟି ଫେରାଅ ,ଦେଖିବା ସବୁ ବିଷୟ କିପରି ଆପେଆପେ ବୁଝି ହୋଇଯାଉଛି .
- ଥରେ ପାଦ ଖସିଗଲେ କେଉଁଠି ଯାଇ ପଡିବ , ତାହା କିଏ କହିବ.
Quotes On Odia Language for WhatsApp Images
































Read Also:
Best NEW No DP Quotes Images for WhatsApp [2020]
100+ Best Odia Quotes on Life Odia Quotes Image ଓଡ଼ିଆ Quotes 2020
50+ Best Positive Thinking Quotes for WhatsApp DP
Leave a Review