120+ Best [NEW] Quotes On Odia Language for WhatsApp

odia-quotes-image

Here is the best collection of quotes on odia language with images for whatsapp, facebook, instagram and whatsapp status you can download and share.

  1. ଉପଦେଶ ଦେବା ସରଳ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ .
  2. ଉପକାରୀ ବ୍ୟକ୍ତିର ଉପକାର ଭୁଲିଗଲେ , ଲୋକ ପଶୁ ସହିତ ସମାନ ହୋଇଥାଏ .
  3. ଉନ୍ନତିର ଦୁଇଟି ହସ୍ତ ଅଛି , ଡାହାଣ ହାତର ନାମ ଉଦ୍ୟମ ଓ ବାମ ହାତର ନାମ ସଂଯମ .
  4. ଉପାସନା ସେତିକିବେଳେ ସଫଳ ହୁଏ ,ଯେତେବେଳେ ଜଣ ଅହିଂସାଉପରେ ସିଦ୍ଧିଲାଭ କରେ .
  5. ଉପଦେଶ ଦେବା ଯେତିକି ସହଜ , ଉପଦେଶ ଗ୍ରହଣ କରିବା ସେତିକି କଷ୍ଟ .
  6. ଏ ଜୀବନ ହେଉଛି ପୁଷ୍ପ ଓ ତା’ର ମଧ୍ୟରେ ଭାରି ରହିଛି ବିବେକ ରୂପକ ମଧୁ .
  7. ଏହା ଭୁଲି ଯାଅ ନାହିଁ ଯେ , ଆଇନ ହେଉଛି ସତ୍ୟ ପାଇଁ ,ସତ୍ୟ ପାଇଁ ଆଇନ ନୁହେଁ .
  8. ଏ ଜଗତରେ ଆଖିଥିବା ବହୁ ଲୋକ ଅନ୍ଧ , କାରଣ ସେମାନଙ୍କର ଅନ୍ତଦୃଷ୍ଟି ନାହିଁ .
  9. ଏକୁଟିଆ ବସି ନିଜର ଅପରାଧ କଥା ଭାବିଲେ ଯେଉଁ ଶାସ୍ତିମିଳେ , ସେଭଳି କଠିନ ଶାସ୍ତି ଅନ୍ୟ କେହି ଦେଇପାରିବେ ନାହିଁ .
  10. ଏକମାତ୍ର କୁହୁକ ହେଉଛି କଠିନ ପରିଶ୍ରମ , ଦୂରଦୁଷ୍ଟି , କର୍ତ୍ତବ୍ୟବୋଧ ଓ ଦୁଢ ସଂକଳ୍ପ .
  11. ଏ ସୁନ୍ଦର ପ୍ରଥବୀରେ ମୁଁ ମରିବାକୁ ଚାହେଁ ନାହିଁ , ମଣିଷମାନଙ୍କ ମଧ୍ୟରେ ବଞ୍ଚୀ ରାହାଯିବାକୁ ଚାହେଁ .
  12. ଏ ଜୀବନରେ ସୁକର୍ମ କଲେ ଆଗାମୀ ଜନ୍ମରେ ଉଚ୍ଚତର ଜୀବନ ମିଳେ .
  13. ଏ ଜଗତରେ ସମସ୍ତେ ପର , ଈଶ୍ୱର ଏକମାତ୍ର ଆପଣାର .
  14. ଏ ସାରା ସଂସାରରେ ଗୁରୁ କେବଳ ଜଗନ୍ନାଥ ଅଟନ୍ତି , ଦିତୀୟ ଗୁରୁ କେହି ନାଁହାନ୍ତି .
  15. ଏକାଗ୍ରତା ସହ କାମ କଲେ କୌଣସି କାମ କଲେ ବିଫଳତାରୁ ମଧ୍ୟ ସଫଳତା ପ୍ରାପ୍ତ ହୋଇଥାଏ .
  16. କହି ନକରିବା ଅପେକ୍ଷା , ନକହି କରିଯିବାଟା ହିଁ ପ୍ରକୁତ ମନୁଷ୍ୟର କର୍ତ୍ତବ୍ୟ .
  17. ଗୁଣ ଯାହା ପାଖରେ ଅଛି , ତାକୁ ବା ଆଦର କିଏ ନକରିବ .
  18. କେବଳ ଅନ୍ନ ଯଂଗୁ ଈଶ୍ୱର ମନୁଷ୍ୟ କୁ ଜନ୍ମ ଦେଇଛି ,କାରଣ ଅନ୍ନ ହିଁ ପ୍ରାଣ .
  19. କୌଣସି କାର୍ଯ୍ୟରେ ବିଫଳ ହେଲେ ହତାଶ ହୋଇପଡିବା କାପୁରୁଷତ୍ୱ ଲକ୍ଷଣ .
  20. ଖୋସାମତ ଠାରୁ ବଳି କଦର୍ଯ୍ୟ ଗାଳି ଆଉ କିଛିନାହିଁ.
  21. ଖୋସାମଦିଆଠାରୁ ବଡ ଶତ୍ରୁ କେହି ନାହିଁ .
  22. ଖୋସାମତ ଏଭଳି ଗୋଟିଏ କଥା ଯାହା ଦାତା ଓ ଗ୍ରହୀତା ଉଭୟ ଭ୍ରଷ୍ଟ କରିଦିଏ .
  23. ଘୋର ଦୁଖଃବେଳେ ଖୀ ଯଦି ମନୁଷ୍ୟକୁ ସାନ୍ତ୍ୱନା ଦେଇପାରିବ ତାହାହେଉଛି ଭଗବତ ବିଶ୍ୱାସ .
  24. ଜଣେ କଠିନ ପରିଶ୍ରମ କରି ସଫଳତା ହାସଲ କଲାପରେ ,ଲୋକେ କହନ୍ତି ସେଇଟା ତାର ଭାଗ୍ୟ .
  25. ଜଣେ ଯେତେ ତଳେ ପଡିଥାଉ ପଛକେ ସେ’ତ ମନୁଷ୍ୟ , ଏଣୁ ଆଦରର ଅଧିକାର .
  26. ଚରିତ୍ର ଠାରେ ମାତ୍ର ନଷ୍ଟହେଲେ ତାହା ପୁନଃପ୍ରାପ୍ତ ହୁଏ ନାହିଁ , ମାତ୍ର ସଂଶୋଧିତ ହୋଇପାରେ .
  27. ଜଣେ ତୁମର ନିନ୍ଦା କରୁଥିଲା ବେଳେ ନୀରବତା ହେଉଛି ତୁମର ଶ୍ରେଷ୍ଠ ବନ୍ଧୁ .
  28. ଜଣେ ଯେତେ ଜ୍ଞାନୀ ହେଲେ ମଧ୍ୟ ଅନ୍ୟର ପରାମଶକୁ ସଂମ୍ମାନର ସହିତ ଶୁଣିବା ଉଚିତ .
  29. ଜନ୍ମହେଲା ବେଳେ ସମସ୍ତେ ସମାନ , କେବଳ ସଦଗୁଣ ହିଁ ଲୋକକୁ କୁଳୀନ ବୋଲି ପରିଚୟ କରାଇ ଦିଏ .
  30. ଜଣେ ଯଦି ଜଣକୁ ଜ୍ଞାତରେ ବା ଅଜ୍ଞାତରେ ହେଉ ଚିନ୍ତା କରେ , ତେବେ ଅପର ଜଣକ ତା ନିଚୟ ଅନୁଭବ କରିବ.
  31. ଜଣେ ଯଦି ତୁମଠାରୁ ଭଲ ନ ହୋଇଥାଏ , ତା’ର ସହିତ ବନ୍ଧୁତା ବାନ୍ଧ ନାହିଁ .
  32. ଜଣେ ଯଦି କାମ ନ କରିବ , ସେ ଖାଇବା ଉଚିତ ନୁହେଁ .
  33. ଜଣେ ଯଦି ପ୍ରକୃତରେ ,ସିଏ ଦରିଦ୍ର ନୁହେଁ .
  34. ଜନନୀ ଓ ଜନ୍ମଭୂମି ସର୍ଗଠୁ ବଡ .
  35. ଜପ ,ତପ ଦ୍ୱାରା କର୍ମବନ୍ଧନ କଟିଯାଏ , କିନ୍ତୁ ପ୍ରେମଭକ୍ତି ବିନା ଭଗବାନଙ୍କୁ ପାଇବା କଷ୍ଟ .
  36. ଜନ୍ମଦାତା , ଗୁରୁ , ଆଚାର୍ଯ୍ୟ ,ଅନ୍ନଦାତା ଓ ଉଭୟରୁ ରକ୍ଷା କରୁଥିବା ବ୍ୟକ୍ତିକୁ ପିତା କୁହାଯିବ .
  37. ଜନନୀର ଦୁଷ୍ଟି ପୁତ୍ରର ପେଟ ଉପରେ ଥାଏ , ସ୍ତ୍ରୀ ଦୁଷ୍ଟି ପତିର ଧନ ଉପରେ ହିଁ ରହିଥାଏ .
  38. ଜଳଭରା ପୁଷ୍କରିଣୀରେ ପଦ୍ମ ଫୁଟିଲା ଭଳି ଜ୍ଞାନଭରା ବ୍ୟକ୍ତି ମନରେ ଶାନ୍ତି ବିରାଜୁଥାଏ .
  39. ଜଣେ ଯଦି କୌଣସି ଉଦ୍ୟମ କରୁନାହିଁ , ସେଥିରୁ ଜାଣିବାକୁ ହେବ ଯେ ତା’ର ମନଟି ନିଶ୍ଚୟ ଶୋଇଛି .
  40. ଜଣେ ଯଦି କୌଣସି ସଦଗୁଣର ଅଧିକାରୀ ନ ହେଲା ତାହାର ମନୁଷ୍ୟ ଜନ୍ମଟ ବୃଥା ହୋଇଗଲା .
  41. ଜାରା , ବ୍ୟାଧି ଓ ମୄତ୍ୟୁ ତୁମ ଜୀବନରେ ନିଶ୍ଚୟ ଆସିବ, ଏହାକୁ ସର୍ବଦା ସ୍ମରଣ ରଖ .
  42. ଜାତି ଓ ମାତୃଭୂମିର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ .
  43. ଜାତି , ବର୍ଣ୍ଣ , ସଂପ୍ରଦାୟ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ସମାନ .
  44. ଯିବ ଯେତେ ଅଧିକ ଦିନ ବଞ୍ଚିବ , ତା’ର ଚିନ୍ତା ଓ ଜଞ୍ଜାଳସେତେ ଅଧିକ ମାତ୍ରାରେ ବଡ଼ିଯିବ .
  45. ଜୀବନରେ ଶାନ୍ତି ପାଇବା ପାଇଁ ନିଜକୁ ସଦା ସର୍ବଦା ବିଭୁ ପ୍ରେମରେ ହଜାଇ ଦିଅ .
  46. ଜୀବନଟାକୁ ଭଲ ଭାବରେ କଟାଇବା ହିଁ ହେଉଛି ପ୍ରକୃତ ସର୍ଗ ସୁଖ .
  47. ଜୀବନର ମାପକାଠି ବର୍ଷ ମାସ , ଦିନ ନୁହେଁ , ପ୍ରକୃତରେ ମାପକାଠି ହେଉଛି ସତକାର୍ଯ୍ୟ .
  48. ଅନ୍ୟମାନେ ଆମକୁ ଯେଉଁ ଦୁଷ୍ଟିରେ ଦେଖନ୍ତି ତାହାହିଁ ଆମର ପ୍ରକୃତ ପରିଚୟ.
  49. ଅଜ୍ଞତା ହେଉଚି ଅନ୍ଧବିଶ୍ୱାସର ଜନନୀ.
  50. ଅନ୍ୟମାଙ୍କର ଭଲକାମ ଦେଖି ପ୍ରଶଂସା କଲେ ,ଆମ ନିଜ ମନର ଉନ୍ନତି ହୁଏ.
  51. ଅନ୍ୟର ଅନିଷ୍ଟ ଚିନ୍ତା କଲେ ନଜିର କ୍ଷତି ହୁଅ ,ସମୟ ସମୟରେ ପ୍ରାଣ ବି ଯାଇପାରେ.
  52. ଅନ୍ୟର ଉପକାର କରି ଯଦି ଭୁଲି ପାରିଲ ,ତେବେ ତୁମ ମନରେ ଅହଂକାର ରହିବ ନାହିଁ .
  53. ଅଯଥା ସନ୍ଦେହ  ବିଶ୍ୱାସଘାତକତାକୁ ନିମଂନ୍ତ୍ର କରି ଆଣେ .
  54. ଅନ୍ୟକୁ ଯେ ହସିପାରେ ,ତା’ର ମନ ନିଶ୍ଚୟ ସୁସ୍ଥ .
  55. ଅତୀତ ଗଲାଣି ,ଭବିଷ୍ୟ ଅନିଶ୍ଚିତ ,ତେଣୁ ଜୀବନଟା ହାଉଛି ବତ୍ତମାନ .
  56. ଅନ୍ୟ ଲୋକକୁ ପ୍ରଶଂସା କରିବା ଦ୍ୱାରା ତୁମେ ମନକୁ ହିଁ ଉନ୍ନତି କରୁଛ .
  57. ଅନ୍ୟର କଲ୍ୟାଣ କରିବାଠାରୁ ବଡ ଧର୍ମ କିଛି ନାହିଁ କି ଅନ୍ୟକୁ ପୀଡାଦବା ସମାନ ପାପ କିଛି ନାହିଁ .
  58. ଅନୁତାପ କର, କିନ୍ତୁ ସ୍ମରଣ ରଖ ଯେପରି ପୁନର୍ବାର ଅନୁତପ୍ତ ହେବାକୁ ନପଡେ଼ .
  59. ଅତ୍ୟଧିକ ମନ ମନୁଷ୍ୟକୁ ଅହଂକାର କୋଳକୁ ଟାଣିନିଏ .
  60. ଅତି ଖରାପ ଲୋକଙ୍କ ଠାରୁ ମଧ୍ୟ ସମୟେ ସମୟେ ଖୁବ ମୂଲ୍ୟବାନ ବାଣୀ ଶୁଣିବାକୁ ମିଳିଥାଏ .
  61. ଅନ୍ଧକାର ଯେପରି ସଂସାରକୁ ଲୁଚାଇ ଦେଇଥାଏ , କାମନା ସେହିପରି ସତ୍ୟକୁ ଲୁଚାଇ ଦିଏ .
  62. ଅତି ସରଳ ଭାବରେ ଯେ କହି ପାରିଲା ସିଏ ହିଁ ସୁଵକ୍ତା .
  63. ଅତ୍ୟାଚାରୀ ବିରୋଧରେ ବିଦ୍ରୋହ କରିବା ଭଗବାନଙ୍କ ଆଦେଶ ପାଳନ କରିବା ସଂଗେ ସମାନ.
  64. ଅପରିଣାମଦର୍ଶିତାର ଫଳ ସର୍ବଦା ବିଷମ ହାଇଥାଏ .
  65. ଆବଶ୍ୟକତା ହେଉଛି ସବୁଠାରୁ ବଡ ଶିକ୍ଷକ .
  66. ଆମେ ଯାହାକୁ ଆନନ୍ଦରେ ଶିଖୁ ,ତାକୁ କେବେ ହେଲେ ଭୁଲି ପାରୁନାହିଁ .
  67. ଆଶା, ଆକାଂକ୍ଷା  ହିଁ ମନୁଷ୍ୟର ପରମ ବନ୍ଧୁ .
  68. ଆତ୍ମା ବିଶ୍ୱାସ ଦୂଢ ରହିଲେ ,ବିଜୟ ସୁନିଶ୍ଚିତ ହୋଇଥାଏ .
  69. ଆନନ୍ଦରେ ଦାଇତ୍ୱ ବହନକଲେ ଦାଇତ୍ୱର ବୋଝ ହାଲୁକା ଜଣାପଡ଼େ .
  70. ଆଳସ୍ୟ ଦରିଦ୍ରକୁ ସାଦରେ ନିମନ୍ତ୍ରଣ କରି ଆଣେ .
  71. ଆମେ ଶାନ୍ତିରେ ରହିଲେ ପୋଡ଼ଶି ଶାନ୍ତିରେ ରହିପାରିବ .
  72. ଆବଶ୍ୟକତା ଠାରୁ ଅଧିକ ପାଇବାକୁ ଆଶା କରିବା ଏକ ସାମାଜିକ ଅପରାଧ .
  73. ଆଲୋକ ନଥିବା ଦୀପ ଓ ବୁଝି ହେଉନଥିବା ଲେଖା ଦୁଇଟି ଯାକ ସମାନ .
  74. ଆମେ ଅନ୍ୟକୁ ଉପଦେଶ ଦେଉ ମାଠିଆ ମୁଁହରେ : କିନ୍ତୁ ନିଜେ ନେଉ କୁଟା ଅଗରେ .
  75. ଆନ୍ତରିକତା ବିନା କେହି ବଡ ହୋଇନାହିଁ କି ମହତ କାର୍ଯ୍ୟ କରି ନାହିଁ .
  76. ଆଳାପ ଆଲୋଚନା ବେଳେ ତୁମ ନୀରବତା ତଥା ନମ୍ରତା ହେଉଛି ତୁମର ଭୂଷଣ .
  77. ଆଚରଣ ଶୁଦ୍ଧ ନହେଲେ ମୋକ୍ଷ ମିଳିବ ଅସମ୍ଭବ .
  78. ଆଶା ଦୁଃଖକୁ ଡାକିଆଣେ .ଆଶା ପରିତ୍ୟାଗ କଲେ ,ସୁଖ ଶାନ୍ତି ମିଳେ .
  79. ଆଦର୍ଶର ପ୍ରଚାର ନୁହେଁ ,କାର୍ଯ୍ୟ ହିଁ ଲୋକଙ୍କ ଉପରେ ପ୍ରଭାବ ପକାଏ .
  80. ଆମକୁ ପାପ କାର୍ଯ୍ୟ କରିବାରେ ଯିଏ ବାଧା ଦିଏ ,ସେ ପ୍ରକୃତରେ ବନ୍ଧୁ .
  81. ଈଶ୍ୱର ପ୍ରାପ୍ତିର ସବୁଠାରୁ ଫଳପ୍ରଦ ପନ୍ଥା ହେଉଛି ନିଷ୍କାମ ସେବା .
  82. ଈଶ୍ୱର ରୂପକ ଦାନବ କେବଳ ବିଷରେ ହିଁ ତିଆରି .
  83. ଈଶ୍ୱର ଭିତରେ ଯେଉଁ ବିଷ ଅଛି ,ତାହା ନିଜ ଶରୀରକୁ ହିଁ ବିଷାକ୍ତ କରିଦିଏ .
  84. ଈଶ୍ୱର ଆଡକୁ ମନ ଗଲେ ଭାବର ଉଦୟ ହୁଏ.ଭାବ ଆସିଲେ ପ୍ରେମର ଉଦ୍ରେକ ହୁଏ .
  85. ଈଶ୍ୱର ନିରାକାର ,ସର୍ଵଵ୍ୟାପୀ ଓ ସର୍ବ ଶକ୍ତିମାନ .
  86. ଈଶ୍ୱର ସେହିମାନଙ୍କଉପରେ ସନ୍ତୁଷ୍ଟ ହୁଅନ୍ତି ,ଯିଏ ଯିବ ଓ ମାନବ ପ୍ରତି ଦୟା ପ୍ରଦର୍ଶନ କରେ କରେ, ଅହିଂସା ଓ ସତ୍ୟ ଆଚରଣ କରେ .
  87. ଈଶ୍ୱର ଯାହାକୁ ରକ୍ଷା କରନ୍ତି , ପୃଥିବୀରେ କୌଣସି ଶକ୍ତି ତା’ର କିଛି କରିପରେ ନାହିଁ .
  88. ଈଶ୍ୱର ଯାହାର ରକ୍ଷକ ତାର ଭକ୍ଷକ କିଏ ହେଇପାରେ .
  89. ଈଶ୍ୱର ଉପାସନା ଦ୍ୱାରା ମନୁଷ୍ୟ ଅନୁଚିତ କର୍ମ ଓ ମନ୍ଦ କାର୍ଯ୍ୟ କରିବାକୁ ଦୁରେଇ ଯାଏ .
  90. ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ ,କିନ୍ତୁ ନିଜ ଉଦ୍ୟମରେ ଟିକିଏ ହେଲେ ଅବହେଳା କରନାହିଁ .       
  91. ଜୀବନର ସବୁଠାରୁ ବଳି କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନିବା .
  92. ଜୀବନର ବହୁ ଦୁଃଖ , ଦୁର୍ଦଶା ସହିତ ଲଢ଼ିବାକୁ ପ୍ରଭୁ ଆମକୁ ଦୁଇଟି ଅସ୍ତ୍ର ଦେଇଛନ୍ତି – ଆଶା ଆଉ ନିଦ୍ରା .
  93. ଜୀବନଟା ଖଣ୍ଡେ ପଥର ଭଳି , ତାକୁ କାଟି ଆମକୁ ସୁନ୍ଦର ମୂର୍ତି ଗଡିବାକୁ ହେବ .
  94. ଜୀବନ ଯାକ ପଡ଼ିବାର ଅଭ୍ୟାସ ଯେ ରଖିଛି ,ତାକୁ ଧନୀ କହିବ .
  95. ଜୀବନରେ ଯାହାର କୌଣସି ନିର୍ଦିଷ୍ଟ ଲକ୍ଷ୍ୟ ନାହିଁ ସେ ହେଉଛି ସମାଜର ସବୁଠାରୁ ବଳି ଦ୍ୱାରିଦ୍ର .
  96. ଜୀବନକୁ ବିକଶିତ କରିବା ପାଇଁ ସେବା ହିଁ ମୂଳମନ୍ତ୍ର .
  97. ଜୀବନର ଅସଲ ଶକ୍ତି ହଉଚି ବିଶ୍ୱାସ .
  98. ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି , ତାହାର ନାମ ଆଳସ୍ୟ .
  99. ଜୀବନର ଦୁଃଖ ଦେଖି ନଥିବା ଲୋକ ପ୍ରକୃତରେ ବଡ ଦୁଃଖୀ .
  100. ଝଗଡା କରୁଥିବା ଶତ୍ରୁଠାରୁ , ବିଶ୍ୱାସଘାତୀ ମିତ୍ର ପ୍ରତି ଅଧିକ ସର୍ତକ ରୁହ .
  101. ଟଙ୍କା ଅପବ୍ୟବହାର କରିବା କୌଣସି ସଦାଚାରୀ ବ୍ୟକ୍ତିର କାର୍ଯ୍ୟ ନୁହେଁ .
  102. ଟିକିଏ ଟିକିଏ ଭଦ୍ରାମି ଜୀବନକୁ ମଧୁମୟ କରିଦିଏ .
  103. ଠିକୀ ଭାବରେ ଉଦ୍ୟମ କର , ତୁମେ ପାଇବ , ବିଶ୍ୱାସ ରଖ ଏବଂ ପରିଶେଷରେ ତୁମର ବିଶ୍ୱାସ ପ୍ରମାଣିତ ହେବ .
  104. ତରବାରୀ ଠାରୁ ଢାଲର ମହତ୍ୱ ଅଧିକ , କାରଣ ତରବାରୀ ଅନ୍ୟକୁ ଆଘାତ କରେ କିନ୍ତୁ ଢାଲ ରକ୍ଷା କରେ .
  105. ତମ ଆସିବା ବାଟାରେ ଯେ କଣ୍ଟା ପକାନ୍ତି , ତୁମେ ତାଙ୍କ ଆସିବା ବାଟରେ ଫୁଲ ପକାଅ .
  106. ତାଲା ପୋଡିଥିବା “ସନ୍ତୋଷ “ର ଘରକୁ ଧର୍ଯ୍ୟ ଚାବିକାଠି ସାହାଯ୍ୟରେ ଖୋଲାଯାଇପାରିବ .
  107. ତୁମେ ଯଦି ଅଳ୍ପ କଥା କହିଲ ତୁମ ପ୍ରାଥନା ସର୍ବୋକୃଷ୍ଟ ହେବ .
  108. ତୁମେ ଯଦି ଶାନ୍ତି ଲାଭ କରୁଛ , ତେବେ ତୁମ ଜୀବନରେ ନିଶ୍ଚୟ ଅଗ୍ରଗତି ହେଉଛି .
  109. ତୁମେ ଯଦି ଅନ୍ୟର ସଦଗୁଣ ଚିହ୍ନିପାରି ନାହିଁ , ତୁମେ ତୁମ ସଦଗୁଣର କିଛି ମୂଲ୍ୟ ନାହିଁ .
  110. ତୁମର ଯେତେ ଇଛା ହେଉଛି ସେତେ ଗାଳି ଦିଅ , ତା ଫଳରେ ମୋର କ୍ଷତି ନ ହୋଇ ବରଂ ଉପକାର ହବ .
  111. ତୁମର ସୁନାମ ଏ ସଂସାରରେ ତୁମର ପ୍ରକୃତ ସମ୍ପଦ .
  112. ତୁମେ ଯଦି ଜଣକୁ ଚିହ୍ନିଲ , ତେବେ ତାକୁ ଭଲ କରି ଚିହ୍ନ .
  113. ତୁମ କାର୍ଯ୍ୟର ମୂଲ୍ୟ ଅନ୍ୟ କିଏ ଦେଇଦେବ , ଏ ଭଳି ଆଶା ରଖ ନାହିଁ .
  114. ତୁମର ଯିଏ ପ୍ରକୁତ ବନ୍ଧୁ ତାକୁ ଖୋସାମତ କରନାହିଁ .
  115. ତୁମ ପ୍ରତି ଜଣେ ଅନ୍ୟାୟ ଆଚରଣ କଲେ ସାହିଯାଏ , ଦେଖିବ ଯିଏ ଅନ୍ୟାୟ କରିଛି ,ସିଏ ହିଁ ଅସୁଖୀ ହବ .
  116. ତୁମେ ଯଦି ଭଗବାନଙ୍କୁ ଭୟ କରି ଶିଖିଲ ,ତେବେ ଆଉ କାହାକୁ ଭୟ କରିବା ଦରକାର ନାହିଁ .
  117. ତୁମ କଷ୍ଟର କାରଣ ଯାହା ବି ହେଉନା କାହିଁକି , କିନ୍ତୁ ଅନ୍ୟକୁ ଦୁଃଖୀ କରନାହିଁ .
  118. ଥରେ ଖ୍ୟାତି ଅର୍ଜନ କରିଗଲେ ତାକୁ ଜୀବନ ତମାମ ଧରି ରଖିବା ଭାରି କଷ୍ଟ.
  119. ଥରେ ମାତ୍ର ନିଜର ବିବେକ ପ୍ରତି ଦୁଷ୍ଟି ଫେରାଅ ,ଦେଖିବା ସବୁ ବିଷୟ କିପରି ଆପେଆପେ ବୁଝି ହୋଇଯାଉଛି .
  120. ଥରେ ପାଦ ଖସିଗଲେ କେଉଁଠି ଯାଇ ପଡିବ , ତାହା କିଏ କହିବ.

Quotes On Odia Language for WhatsApp Images

odia quote advice imges
Quotes On Odia Language
 odia quote alone man imges
Quotes On Odia Language a man sitting alone
Quotes On Odia Language
quotes on odia language
Quotes On Odia Language
quotes on odia language law quote
Quotes On Odia Language
quotes on odia language odia quote
Quotes On Odia Language
odi whatsapp dp hd images download
odia whatsapp status full hd images download
odia whatsapp status dp images download hd
whatsapp dp images hd free download odia
odia whatsapp sad dp images download hd
odia whatsapp dp sad images hd free download
whatsapp status photo download odia
whatsapp status photo download hd
odia quote sad image
odia alone quote
odia hard work quote image
odia hard work quote image download
odia whatsapp status photo download hd new
odia beautiful quote image download
odia whatsapp quote image
odia quotes in hard work & success hd image
whatsapp odia life quotes image
whatsapp love odia quote download
whatsapp odia help quotes photo download
whatsapp odia lazy quotes hd image
odia whatsapp status image
odia whatsapp motivational hd image
whatsapp odia best spiritual quotes
whatsapp odia best spiritual quotes image download
whatsapp status odia best spiritual quotes hd image download
whatsapp odia quotes in hard work & success image download

Read Also:
Best NEW No DP Quotes Images for WhatsApp [2020]
100+ Best Odia Quotes on Life Odia Quotes Image ଓଡ଼ିଆ Quotes 2020
50+ Best Positive Thinking Quotes for WhatsApp DP