Rath Yatra Wishes in Odia 2020: Odia Image, Essay, WhatsApp Status

rath yatra 2020

Rath Yatra 2020: Tuesday, 23 June

In this article we will write best Rath yatra Wishes in odia. For Rath Yatra wishes in English please check our another post.

ଜଗତର ନାଥ ଶ୍ରୀଜଗନ୍ନାଥ. ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ . ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ପବିତ୍ର ରଥଯାତ୍ରା ପାଳନ କରାଯାଏ . ଏହାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ .ଏହିଦିନ ପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି.

ଜଗତରନାଥ ଶ୍ରୀ ଜଗନ୍ନାଥ . ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ . ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଏ . ଏହାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ . ଏହିଦିନ ପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାନ୍ତି .

ପୁରୀରେ ରଥଯାତ୍ରା ପୃଥିବୀ ପ୍ରସିଦ୍ଧ. ଏହା ଓଡିଶା ବ୍ୟତୀତ ସାରା ଭାରତ ଓ ଭାରତ ବାହାରେ ଅଧିକାଂଶ ଦେଶରେ ପାଳନ କରାଯାଏ . ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ଓ ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ସମସ୍ତ କାର୍ଯ୍ୟ ସମାପନ ହୁଏ. ତିନି ଠାକୁର ବିଜେ କାରୁଥିବା ରଥର ନାମ ଯଥାକ୍ରମେ ; ଜଗନ୍ନାଥଙ୍କ ରଥର ନାମ ନନ୍ଧିଘୋଷ, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ.

ଯାତ୍ରା ଦିନ ସକାଳୁ ନିର୍ଘଣ୍ଟ ସମୟ ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥରେ ବସାଯାଏ. ଘଣ୍ଟ, ଘଣ୍ଟା, ଶଙ୍ଖ, କୀର୍ତନ, ହରିବୋଲ ହୋଲହୋଳି ଧ୍ୱନିରେ ବାୟୁମଣ୍ଡଳ କମ୍ପିଉଠେ. ଏହାପରେ ଗଜପାଟି ମହାରାଜ ସୁନାଖଡିର ଛେରାପହଁରା କରନ୍ତି.

ଠାକୁରଙ୍କ ସମସ୍ତ ପୂଜାବିଧି କରିସାରିବାପରେ ଦଉଡି ଲଗାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୁଏ. ଭକ୍ତମାନେ ଦଉଡି ଧରି ରଥ ଟାଣନ୍ତି. ପ୍ରଥମେ ବଳଭଦ୍ରଙ୍କ ରଥ, ଦ୍ୱିତୀୟରେ ସୁଭଦ୍ରାଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥ ଟଣାଯାଏ. ରଥ ଗୁଡିକ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି. ଜନସମୁଦ୍ର ମଧ୍ୟରେ ରଥଗୁଡିକ ପହଁରିଲା ଭଳି ପ୍ରତ୍ୟୟମାନ ହୁଏ. ଗୁଣ୍ଡିଚା ମନ୍ଦିରରେ ପହଁଚିଲା ପରେ ଠାକୁର ମାନଙ୍କୁ ପହଣ୍ଡି କରି ମନ୍ଦିର ଭିତରକୁ ନିୟାଯାଏ. ଗୁଣ୍ଡିଚା ମନ୍ଦିରରେ ଠାକୁର ନଦିନ ଧରି ରୁହନ୍ତି.

ଆଷାଢ଼ ମାସ ଶୁକ୍ଲପକ୍ଷ ଦଶମୀ ଦିନକୁ ବାହୁଡା ଦଶମୀ କୁହନ୍ତି. ଠାକୁର ରଥରେ ବସି ପୁଣି ଶ୍ରୀ ମନ୍ଦିରକୁ ଫେରି ଆସନ୍ତି. ଏକାଦଶୀ ତିଥିରେ ରଥ ଉପରେ ସୁନା ବେଶ କରାଯାଏ. ଏହାପରେ ଠାକୁରଙ୍କୁ ମନ୍ଦିର ଭିତରକୁ ନିଆଯାଏ.

ପ୍ରତିବର୍ଷ ଏହି ଯାତ୍ରା ଦେଖିବା ପାଇଁ ଭାରତବର୍ଷ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ. ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବହୁସଂଖ୍ୟାରେ ପୋଲିସ ବାହିନୀଙ୍କୁ ନିଯୁକ୍ତ କରାଯାଇଥାଏ. ଏହାଛଡା ବିଭିନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରୁ ସ୍ୱେଛାସେବକ ବାହିନୀ ନିଯୁକ୍ତ ହୁଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ, ଭକ୍ତ ମାନଙ୍କ ପାଇଁ ମାଗଣା ପାନୀୟ ଓ ଭୋଜନର ବ୍ୟବସ୍ତା କରିଥାନ୍ତି.

ରଥଯାତ୍ରା ଆମ ଓଡ଼ିଶାର ଏକ ଜାତୀୟ ପର୍ବ . ବିଭିନ ଜାତି ଓ ଧର୍ମର ଲୋକମାନେ ମିଳିମିଶି ଏହି ପର୍ବ ପାଳନ କରନ୍ତି . ସମସ୍ତେ ଏକତ୍ରିତ ହୁଇ ଘୋଷଯାତ୍ରାକୁ ସଫଳ କରନ୍ତି .

Here are some collections of Rath Yatra Wishes in Odia, Rath Yatra Wishes in english that you can share with your family & friends. You can download Rath Yatra odia images and use for WhatsApp status, post & Facebook post.

Rath Yatra Odia Images

ପବିତ୍ର ରଥ ଯାତ୍ରା ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା.

rath yatra wishes in odia

ପବିତ୍ର ଗୁଣ୍ଡିଚାଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ !

rath yatra wishes in odia 2020

ପବିତ୍ର ରଥ ୟାତ୍ରାର ହାର୍ଦ୍ଧିକ ଅଭିନନ୍ଦନ !

rath yatra 2020 wishes in odia

ପବିତ୍ର ଘୋଷୟାତ୍ରାର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ !

jay jagannath

ଜୟ ଜଗନ୍ନାଥସ୍ୱାମୀ ନୟନ ପଥଗଗାମୀ ଭବ ତୁମେ ! ପବିତ୍ର ରଥ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା

Rath Yatra Puri graphics

Rath Yatra Wishes in Odia

ପବିତ୍ର ବାହୁଡାୟାତ୍ରାର ହାର୍ଦ୍ଧିକ ଅଭିନନ୍ଦନ !

ଓଡିଶାର ପ୍ରସିଦ୍ଧ ଘୋଷଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ !

ପବିତ୍ର ବାହୁଡାୟାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ !

ବାଲିରଥ ତୋଳିଛି ମୁଁ ଶରଧା ବାଲିରେ……

ଜୟ ଜଗନ୍ନାଥସ୍ୱାମୀ ନୟନ ପଥଗଗାମୀ ଭବ ତୁମେ ! ସମସ୍ତ ଭକ୍ତମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା !

Read more about Rath Yatra: Wikipedia